40.1 C
Bhubaneswar
Thursday, April 25, 2024
Homeଓଡିଶାଭୋଜି ବେଳେ ଅଗ୍ନିକାଣ୍ଡ

ଭୋଜି ବେଳେ ଅଗ୍ନିକାଣ୍ଡ

ରାୟଗଡ଼ା: ଭୋଜି ବେଳେ ଅଗ୍ନିକାଣ୍ଡ ।ଏଭଳି ଏକ ଅଘଟଣ ରାୟଗଡା ଜିଲ୍ଲାରେ ଦେଖିବାକୁ ମଳିଛି । ଶ୍ରାଦ୍ଧ ବାର୍ଷିକୀ ଭୋଜି ପାଇଁ ରୋଷେଇ କାର୍ଯ୍ୟ ଚାଲିଥିବା ବେଳେ ଗ୍ୟାସ ପାଇପ ମେଲଟ୍ ହୋଇ ନିଆଁ ଲାଗି ଚାରି ଆଡ଼େ ବ୍ୟାପି ଯାଇଥିଲା । ଫଳରେ ସେଠାରେ ଶ୍ରମିକ ଭାବେ କାମ କରୁଥିବା ୪ ଜଣ ମହିଳା ଶ୍ରମିକମାନେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି ।ଜଣଙ୍କର ଅବସ୍ଥା ଗୁରୁତର ରହିଥିବାରୁ କୋରାପୁଟ ସ୍ଥାନାନ୍ତର କରାଯାଇଛି ।
https://onakhabar.com/2020/02/11/5years-child-death/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking