୩ୟ ପାଳିରେ ଆହୁରି ବିକାଶ କାମ ହେବ : ନୀତିନ ଗଡକରୀ

ଭୁବନେଶ୍ୱର : ଓଡିଶାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ନୀତିନ ଗଡକରୀ । ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ । ଏନଏଚ୍ ୧୬ ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍ ରାସ୍ତାର ଲୋକାର୍ପଣ । ଭର୍ଚୁଆଲ ଯୋଗେ ଉତ୍ସବରେ ଅଭିଭାଷଣ ଦେଲେ ଗଡକରୀ । ୨୦୨୪ ଶେଷ ସୁଦ୍ଧା ଓଡିଶାର ଜାତୀୟ ରାଜପଥ ।ମେରିକା ସହ ସମାନ ହେବ । ଏବେ ଯାହା ହେଉଛି ତାହା ମାତ୍ର ଟ୍ରେଲର, ଫିଲ୍ମ ବାକି ଅଛି … Continue reading ୩ୟ ପାଳିରେ ଆହୁରି ବିକାଶ କାମ ହେବ : ନୀତିନ ଗଡକରୀ