26.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠୁ ରାତି ୮ ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ଆଜିଠୁ ରାତି ୮ ପରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଆଜିଠୁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ତେବେ ଆଜିଠୁ ରାତି ୯ଟା ପରେ କେବଳ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସବୁ କିଛି ବନ୍ଦ ରହିବ । ତେବେ ଆଜିଠୁ ଲାଗୁହେଉଥିବା ନାଇଟ କର୍ଫ୍ୟୁକୁ ଦେଖି ରାତି ୮ ପରେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା କରାଯାଇଛି । ୯ଟାରେ କର୍ଫ୍ୟୁ ଲାଗୁ ହେଉଥିବାରୁ ୮ ପରେ ମନ୍ଦିର ଭିତରକୁ କୌଣସି ଭକ୍ତଙ୍କୁ ଛଡ଼ା ଯିବ ନାହିଁ ଏହା ସହ ରାତି ୮.୩୦ ସୁଦ୍ଧା ମନ୍ଦିର ପରିସରକୁ ଖାଲି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ ଏହା ପୁର୍ବରୁ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ନିଷ୍ପତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking