ଜଳୁଛି ଉପକୂଳରୁ ଉପାନ୍ତ , ୮ ଜିଲ୍ଲାକୁ ହିଟ୍ ୱେବ୍ ଆଲର୍ଟ ଜାରି

ଭୁବନେଶ୍ୱର:ଜଳୁଛି ଉପକୂଳରୁ ଉପାନ୍ତ। ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଉପକୂଳରେ ବି ଖରା ଗରମ ଅସହ୍ୟ ହୋଇ ପଡ଼ୁଛି। ଆହୁରି ୨ ଦିନ ରହିବ ହିଟ୍ ୱେବ୍ ସ୍ଥିତି। ଆଜି ୮ ଜିଲ୍ଲା ଓ ଆସନ୍ତାକାଲି ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି। ଆଜି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୂର୍ ଓ ବଲାଙ୍ଗିରରେ ହିଟ୍ ୱେବ୍ ରହିବ। ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହି। ବାୟୁମଣ୍ଡଳ ଉପରି … Continue reading ଜଳୁଛି ଉପକୂଳରୁ ଉପାନ୍ତ , ୮ ଜିଲ୍ଲାକୁ ହିଟ୍ ୱେବ୍ ଆଲର୍ଟ ଜାରି