ସିମ୍ ପିଛା ୫୦୦ରୁ ହଜାରେ,ଏଯାଏ ମିଳିଲାଣି ୧୨ଶହ ସିମ୍, ଜେଲ୍ ଗଲେଣି ୧୩ ସାଇବର୍ ଠକ

କଟକ : ମୋବାଇଲ୍ ଗ୍ରାହକ ସାବଧାନ! ସିମ୍ କାର୍ଡଗୁଡ଼ିକୁ ଆଗୁଆ ସକ୍ରିୟ କରି ସାଇବର ଅପରାଧୀଙ୍କୁ ବିକ୍ରି ପଛରେ ପଏଣ୍ଟ ଅଫ୍ ସେଲ୍(ପିଓଏସ୍)ର କର୍ମଚାରୀ। ସିମ୍ କିଣିବାକୁ ଦୋକାନକୁ ଯାଉଥିବା ଗ୍ରାହକଙ୍କ ଆଙ୍ଗୁଠି ଛାପ ଓ ଫଟୋ ଚୋରି କରୁଛନ୍ତି ପିଓଏସ୍ର କର୍ମଚାରୀ। ଗ୍ରାହକଙ୍କ ଅଜାଣତରେ ଏହାକୁ ଚୋରି କରି ଏକାଧିକ ସିମ୍ କାର୍ଡ ଗ୍ରାହକଙ୍କ ନାଁରେ ସକ୍ରିୟ ହେଉଛି। ପରେ ଏହାକୁ ସାଇବର୍ ଅପରାଧୀଙ୍କୁ ଅପରାଧ ଘଟାଇବାରେ ବ୍ୟବହାର ପାଇଁ ବିକ୍ରି କରାଯାଉଛି। ଏଭଳି କେଳେଙ୍କାରୀ … Continue reading ସିମ୍ ପିଛା ୫୦୦ରୁ ହଜାରେ,ଏଯାଏ ମିଳିଲାଣି ୧୨ଶହ ସିମ୍, ଜେଲ୍ ଗଲେଣି ୧୩ ସାଇବର୍ ଠକ