ମାଲବାହୀ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ । କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନର ୬ କିମି ଦୂର ସୁକୁ ନିକଟରେ ଲାଇନଚ୍ୟୁତ ହୋଇଛି । ଉଭୟ ପଟୁ ବିଶାଖାପାଟଣା- ଜଗଦଲପୁର ଟ୍ରେନ ବାତିଲ । ଝାଡାବାନ୍ତିରେ ୩୫ ଆକ୍ରାନ୍ତ