ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି: ପୃଥ୍ୱୀରାଜ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ସମ୍ବାଦରେ ଇଓଡବ୍ଲୁ ଚଢାଉ ଘଟଣାକୁ ନେଇ ଚାରିଆଡ଼ୁ ନିନ୍ଦା କରାଯାଉଛି। ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କି ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି। ଏଭଳି ସ୍ଥିତିକୁ ସେ ଜରୁରୀକାଳୀନ ସ୍ଥିତି ବୋଲି କହିଛନ୍ତି। ସେ କହିଛନ୍ତି କି ଓଡ଼ିଶାରେ କଣ ଦ୍ୱିତୀୟ ଜରୁରୀ କାଳୀନ ପରିସ୍ଥିତି ବୋଲି କହିଛନ୍ତି। ଯେଉଁ ସରକାର ସମାଲୋଚନା … Continue reading ଗଣମାଧ୍ୟମର ସ୍ୱାଧୀନତାକୁ ଦଳି ମକଚି ହତ୍ୟା କରାଯାଉଛି: ପୃଥ୍ୱୀରାଜ