ଚାକିରି କରାଇଦେବାକୁ କହି ଯୁବତୀଙ୍କ ଠାରୁ ଠକେଇ

ଗୋପାଳପୁର: ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜରେ କ୍ଲର୍କ ଚାକିରି କରାଇ ଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ୬ ଶହ ଟଙ୍କା ଠକେଇ ହୋଇଛି। ଆର୍ମିରେ ଚାକିରି କରୁଥିବା ଜଣେ ବ୍ୟକ୍ତି ହିଁ ଏହି ଠକେଇ କରିଥିବା ଯୁବତୀ ଜଣଙ୍କ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ପ୍ରକାରେ, ଛତ୍ରପୁର ଅଞ୍ଚଳର ଜଣେ ଯୁବତୀ ଚାକିରି ଖୋଜୁଥିବା ବେଳେ … Continue reading ଚାକିରି କରାଇଦେବାକୁ କହି ଯୁବତୀଙ୍କ ଠାରୁ ଠକେଇ