ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଇସଲାମିକ ପୋଷାକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସ

ନୂଆଦିଲ୍ଲୀ: ଫ୍ରାନସ ବୈଦେଶିକ ମନ୍ତ୍ରୀ ଏକ ବକ୍ତବ୍ୟ ଜାରି କରି ତାଙ୍କ ଦେଶରେ ମୁସଲିମ୍ ଛାତ୍ରୀମାନେ ପିନ୍ଧୁଥିବା ପୋଷାକ ‘ଅବୟା’ ଉପରେ କଟକଣା ଲଗାଇଛନ୍ତି । ଫ୍ରାନ୍ସ ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲ ଗଣମାଧ୍ୟମକୁ କହିଛନ୍ତି ଯେ ‘ସ୍କୁଲ ଗୁଡିକରେ ଆଉ ‘ଅବୟା’ର ବ୍ୟବହାର କରାଯାଇ ପାରିବନାହିଁ । ଆମେ ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦେଇଛୁ ଯେ ଏହି ନିୟମ ଯେପରି କଡାକଡି ଭାବେ ପାଳନ କରାଯାଏ ତାହା ସେମାନେ ଦେଖିବେ । ଯେହେତୁ ଆସନ୍ତା ସେପ୍ଟେମ୍ବର ୪ … Continue reading ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଇସଲାମିକ ପୋଷାକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଫ୍ରାନ୍ସ