ଫ୍ରାନ୍ସ: କୋଠା ଭୁଶୁଡ଼ି ୮ ମୃତ

ପ୍ୟାରିସ : ଫ୍ରାନ୍ସର ମାର୍ସାଇଲ ସହରରେ ରବିବାର ବିସ୍ଫୋରଣରେ ଦୁଇଟି କୋଠାଘର ଭୁଶୁଡି ପଡିଥିବାବେଳେ ୮ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଆହତ ୭ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ କୋଠାଘରେ ନିଆଁ ଲାଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଦମକଳ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଧ୍ୱଂସସ୍ତୂପ ତଳେ ଫସିଥିବା ମୃତାହତଙ୍କୁ ଠାବ କରିବାକୁ ସନ୍ଧାନୀ କୁକୁରଙ୍କ ସହାୟତା ନିଅଯାଉଛି । ବିସ୍ଫୋରଣରେ … Continue reading ଫ୍ରାନ୍ସ: କୋଠା ଭୁଶୁଡ଼ି ୮ ମୃତ