28.9 C
Bhubaneswar
Wednesday, April 17, 2024
Homeଓଡିଶାବସ ଓଲଟି ୪ ଆହତ

ବସ ଓଲଟି ୪ ଆହତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡିଗ୍ରିପାହି ଛକ ନିକଟରେ ଦୁର୍ଘଟଣା ଘଟି ଯାଇଛି । ବସ ଓଲଟି ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଜଣ ଗୁରୁତର ହୋଇ ହସ୍ପି‌ଟାଲ ରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳେ ପ୍ରଭୁଜୀ ନାମକ ଏକ ଘରୋଇ ବସ କଷାଫଳ ଛକରୁ ୧୫ ରୁ ଉର୍ଧ୍ୟ ଯାତ୍ରୀ ଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ଡିଗ୍ରିପାହି ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା , ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ମାନକୁଂ ହସପିଟାଲ କୁ ପଠାଇଛନ୍ତି, ଘଟଣା ସ୍ଥଳରେ ସିଂଲା ପୋଲିସ ପହଞ୍ଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking