30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଉଦ୍ଧବଙ୍କ କ୍ୟାବିନେଟ୍ ବୈଠକରେ ୮ ମନ୍ତ୍ରୀ ଅନୁପସ୍ଥିତ

ଉଦ୍ଧବଙ୍କ କ୍ୟାବିନେଟ୍ ବୈଠକରେ ୮ ମନ୍ତ୍ରୀ ଅନୁପସ୍ଥିତ

ମୁମ୍ବାଇ : ସରକାରରେ ସଙ୍କଟକକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଦ୍ୱାରା ଆହୂତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଠଜଣ ମନ୍ତ୍ରୀ ଅନୁପସ୍ଥିତ ଥିଲେ । ଏହି ମନ୍ତ୍ରୀମାନେ ହେଲେ କ୍ୟାବିନେଟ୍ ମନ୍ତ୍ରୀ ଏକ୍‌ନାଥ ସିନ୍ଧେ, ଗୁଲାବରାଓ ପାଟିଲ୍‌, ଦାଦା ଭୁସେ, ସନ୍ଦୀପନ ଭୁମ୍ରେ, ରାଜ୍ୟମନ୍ତ୍ରୀ ଅବ୍‌ଦୁଲ୍ ସତ୍ତାର, ଶମ୍ଭୁରାଜ ଦେସାଇ, ବାଚୁ କାଡ଼ୁ, ରାଜେନ୍ଦ୍ର ୟେଦ୍ରାଭ୍‌କର୍ । ତେବେ ବୈଠକ ପରେ ମୁଖ୍ୟମନ୍ତ୍ରୀ ଠାକ୍‌ରେ ପଦରୁ ଇସ୍ତଫା ଦେଉନାହାନ୍ତି କିମ୍ବା ବିଧାସଭା ଭଙ୍ଗ ପାଇଁ ସରକାର କୌଣସି ପ୍ରସ୍ତାବ ଦେଉନାହାନ୍ତି ବୋଲି ଜଣେ ବରିଷ୍ଠ ମନ୍ତ୍ରୀ କହିଥିଲେ ।

ରଥଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking