ସିରିଜ୍ ଦୁର୍ଘଟଣାରେ ୪ ମୃତ

ମଥୁରା: ମଥୁରାରେ ଭୟଙ୍କର ସିରିଜ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛିି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ମଥୁରାରେ ଘନ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସ୍‌ୱେରେ ସାତଟି ବସ୍ ଏବଂ ଦୁଇଟି କାର ଧକ୍କା ହୋଇଛି। ଧକ୍କା ପରେ ୫ଟି ବସ୍ ଏବଂ ୨ଟି କାର୍‌ରେ ନିଆଁ ଲାଗିଯାଇଥିଲା। ସୂଚନାରୁ ପ୍ରକାଶ ଦୁର୍ଘଟଣାଟି ଆଜି ଭୋର ୪:୦୦ଟା ସମୟରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ … Continue reading ସିରିଜ୍ ଦୁର୍ଘଟଣାରେ ୪ ମୃତ