ସାମାଜିକ ନ୍ୟାୟ (ସଂଖ୍ୟା ଯାହାର ଯେତେ – ଭାଗ ପାଇବା ସେ ସେତେ) ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପତ୍ର

ପ୍ରିୟ ମୁଖ୍ୟାମନ୍ତ୍ରୀ, ଏହି ପତ୍ର ମାଧ୍ୟମରେ ନିମ୍ନୋକ୍ତ ବିଷୟକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ସଙ୍ଗେ ସଙ୍ଗେ ଏହାକୁ ଗମ୍ଭୀରତାର ସହ ଅନୁଧ୍ୟାନ କରି ରାଜ୍ୟର ୯୪ ପ୍ରତିଶତ (ପଛୁଆବର୍ଗ – ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ଏବଂ ସଂଖ୍ୟାଲଘୁ)ବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରକୁ ତୁରନ୍ତ ଦେବା ପାଇଁ ନିଷ୍ପତି ନେବେବୋଲି ଆଶା କରୁଛି । “ସାମାଜିକ ନ୍ୟାୟ” “ସଂଖ୍ୟା ଯାହାର ଯେତେ – ଭାଗ ପାଇବ ସେ ସେତେ” । ଏହି ଆଧାରଶୀଳା ହିଁ ଦେଶର … Continue reading ସାମାଜିକ ନ୍ୟାୟ (ସଂଖ୍ୟା ଯାହାର ଯେତେ – ଭାଗ ପାଇବା ସେ ସେତେ) ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପତ୍ର