ପୂର୍ଵତନ ସାଂସଦ ଅନାଦି ଦାସଙ୍କ ପରଲୋକ

ଯାଜପୁର : ଯାଜପୁର. ଲୋକ ସବା ନିର୍ବାଚନ ମଣ୍ଡଳୀ ର ପୂର୍ଵ ତନ ସାଂସଦ ଅନାଦି ଦାସ ଙ୍କ 92ବର୍ଷ ରେ ପରଲୋକ ଘଟିଛି ସେ କଂଗ୍ରେସର ବରିଷ୍ଠ ନେତା ଯାଜପୁର ଜିଲ୍ଲାର ଜନ ପ୍ରିୟ ନେତା ଓ ମିଷ୍ଟ ଭାସି ଥିଲେ ତାଙ୍କ ର ମୃତ୍ୟୁ ଖବର ପଚାରିତ ହେବା ଫଳରେ ସମଗ୍ର ଜିଲ୍ଲା ରେ ଶୋକ ଛାୟା ଖେଳି ଯାଇଛି l ସ୍ବର୍ଗତ ଅନାଦି ସାହୁ ଯାଜପୁର ଲୋକସଭା ଆସନରୁ ୫ ଥର ନିର୍ବାଚିତ … Continue reading ପୂର୍ଵତନ ସାଂସଦ ଅନାଦି ଦାସଙ୍କ ପରଲୋକ