28.1 C
Bhubaneswar
Thursday, March 28, 2024
Homeଓଡିଶାପୂର୍ବତନ ବିଧାୟକ ସରୋଜ ପାଢୀ ଉଦ୍ଧାର

ପୂର୍ବତନ ବିଧାୟକ ସରୋଜ ପାଢୀ ଉଦ୍ଧାର

ଭୁବନେଶ୍ୱର :ନିଖୋଜ ପୂର୍ବତନ ବିଧାୟକ ସରୋଜ ପାଢୀ ଉଦ୍ଧାର । କମିଶନରେଟ ପୁଲିସ ଦ୍ୱାରା ସରୋଜ ପାଢୀ ବ୍ରହ୍ମପୁର ରୁ ଉଦ୍ଧାର । ରାମେଶ୍ୱରମରୁ ଆସି ବ୍ରହ୍ମପୁର ରେ ପହଂଚିବା ପରେ ଉଦ୍ଧାର ହେଲେ । ଉଦ୍ଧାର ପରେ ସରୋଜ ଙ୍କୁ ବ୍ରହ୍ମପୁର ରୁ ଭୁବନେଶ୍ୱର ଅଣା ଯାଉଛି । ସରୋଜ ପାଢୀ ଉଦ୍ଧାର ନେଇ କ୍ୟାପିଟାଲ ଥାନା ଆଇଆଇସି ଙ୍କ ସୂଚନା । କିଛି ଦିନ ହେବ ନିଖୋଜ ଥିଲେ ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking