34.1 C
Bhubaneswar
Friday, March 29, 2024
Homeଓଡିଶାପୂର୍ବତନ ଭିଜିଲାନ୍ସ ଡିଏସପିଙ୍କୁୁ ଜରିମାନା

ପୂର୍ବତନ ଭିଜିଲାନ୍ସ ଡିଏସପିଙ୍କୁୁ ଜରିମାନା

ଭୁବନେଶ୍ୱର : ପୂର୍ବତନ ଭିଜିଲାନ୍ସ ଡିଏସପିଙ୍କୁ ରାଜ୍ୟ ମାନବଧିକାର କମିଶନଙ୍କ ଛାଟ । ମିଥ୍ୟା ଓ ବେଆଇନ ମାମଲା ରୁଜୁ ଅଭିଯୋଗରେ ଡିଏସପିଙ୍କୁ ଫାଇନ କରାଯାଇଛି । କ୍ଷତିପୂରଣ ବାବଦକୁ ଡିଏସପିଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏଥିସହ ସଂପୃକ୍ତ ଭିଜିଲାନ୍ସ ରେଡ଼୍‌ରେ ଥିବା କର୍ମଚାରୀଙ୍କୁ ମଧ୍ୟ ଛାଟ କରାଯାଇଛି । ରେଡ଼ରେ ଥିବା କନେଷ୍ଟବଳଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ମିଥ୍ୟା ଅଭିଯୋଗ ଆଣିଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ କରାଯାଇଛି । ୨୦୧୭ ମସିହାରେ କାମାକ୍ଷାନଗର ଏନଏସି ଜେଇଙ୍କୁ ମିଥ୍ୟା ଟ୍ରାପ କରାଯାଇଥିଲା । ଠିକାଦାର ଓ ଭିଜିଲାନ୍ସ ଡିଏସପି ଜେଇଙ୍କୁ ମାଡ଼ ମାରିଥିବା ଅଭିଯୋଗ ଥିଲା ।

ଦାୟିତ୍ୱଭାର ଗ୍ରହଣ କଲେ ଟ୍ୱିନ୍ ସିଟିର ୨ଡିସିପି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking