26.1 C
Bhubaneswar
Friday, March 29, 2024
Homeଓଡିଶାହାତୀ ଛୁଆ ମୃତ୍ୟୁରେ ବନବିଭାଗ ତରଫରୁ କାର୍ଯ୍ୟର୍ନୁଷ୍ଠାନ : ବଲଣ୍ଡା ଫରେଷ୍ଟ ଗାର୍ଡ଼ ନିଲମ୍ବିତ

ହାତୀ ଛୁଆ ମୃତ୍ୟୁରେ ବନବିଭାଗ ତରଫରୁ କାର୍ଯ୍ୟର୍ନୁଷ୍ଠାନ : ବଲଣ୍ଡା ଫରେଷ୍ଟ ଗାର୍ଡ଼ ନିଲମ୍ବିତ

ରାଉରକେଲା : ହାତୀ ଛୁଆ ମୃତ୍ୟୁରେ ବନବିଭାଗ ତରଫରୁ ନିଆଗଲା କାର୍ଯ୍ୟର୍ନୁଷ୍ଠାନ । ସୁନ୍ଦରଗଡ଼ ଜିଲ୍ଲ୍‌ା ବଲଣ୍ଡା ଅଞ୍ଚଳରେୁ ଗୋଟିଏ ଛୋଟ ହାତୀର ମୃତ ଦେହ ମିଳିଛି । ମୃତ ହାତୀ ଶାବକର ଶରୀରରେ କ୍ଷତ ଚିହ୍ନ ହୋଇଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ରାଉରେକେଲା ଡ଼ିଏଫଓ ସଂଜୟ କୁମାର ସ୍ୱାଇଁ କୁଆଁରମୁଣ୍ଡା ରେଞ୍ଜର ଓ କାଳୁଙ୍ଗା ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇଥିଲେ । ପରେ ବଲଣ୍ଡା ଫରେଷ୍ଟ ଗାର୍ଡ଼ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ସୂଚନାମୁତାବକ ,କୁଆଁରମୁଣ୍ଡା ରେଞ୍ଜ ସାନଦଳକୁଦରେ ହାତୀଛୁଆର ମୃତ୍ୟୁ ହୋଇଥିଲା । ନିକଟ ଅତୀତରେ କେରଳରେ ଗୋଟିଏ ମାଈ ହାତୀକୁ ସପୁରୀ ଭିତରେ ବାରୁଦ ଭର୍ତ୍ତି କରି ଦିଆଯାଇଥିଲା । ଫଳରେ ମାଇ ହାତୀଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking