ବାଘଛାଲ ଡିଲ୍ ବେଳେ କାବୁ କଲା ବନବିଭାଗ, ୬ ଅଭିଯୁକ୍ତ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ । କଳାହାଣ୍ଡି ଧର୍ମଗଡ ରେଞ୍ଜ ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଡିଲ୍ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ । ଘଟଣାରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ୬ ଜଣ ଶିକାରୀଙ୍କୁ ଗିରଫ କରିଛି ବିଭାଗ । ଛତିଶଗଡ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି … Continue reading ବାଘଛାଲ ଡିଲ୍ ବେଳେ କାବୁ କଲା ବନବିଭାଗ, ୬ ଅଭିଯୁକ୍ତ ଗିରଫ