ଏହି କାରଣ ପାଇଁ ପିଆଜ ଦର ବୃଦ୍ଧି ହେବାରେ ଲାଗିଛି

ନୂଆଦିଲ୍ଲୀ: ପିଆଜ ଓ ରସୁଣର ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ । ଦେଶରେ ପିଆଜ ଦର କିଛି ଦିନ ଧରି ସ୍ଥିର ରହିଥିଲେ ହେଁ ରସୁଣର ଦରବୃଦ୍ଧି ସାଧାରଣ ଜନତାଙ୍କୁ ସମସ୍ୟାରେ ପକାଇଛି । ତେବେ ଗତ ସପ୍ତାହରୁ ପିଆଜ ଦର ମଧ୍ୟ ବଢିବା ରେ ଲାଗିଛି ଏବଂ ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜ ଦର ବୃଦ୍ଧି ଦେଖିବାକୁ ମିଳିଛି । ୧୬ରୁ ୨୪ ଟଙ୍କା ମଧ୍ୟରେ ମିଳୁଥିବା ପିଆଜ ଚଳିତ ଶନିବାରଠାରୁ ଆଜାଦପୁର ମଣ୍ଡିରେ … Continue reading ଏହି କାରଣ ପାଇଁ ପିଆଜ ଦର ବୃଦ୍ଧି ହେବାରେ ଲାଗିଛି