34.1 C
Bhubaneswar
Thursday, April 25, 2024
Homeଓଡିଶାଲକ ଡାଉନ ପରେ ରାଜ୍ୟ ସରକାରଙ୍କ ଘୋଷଣା : ଘରେ ପହଁଞ୍ଚିବ ଭତ୍ତା ଓ ରାସନ

ଲକ ଡାଉନ ପରେ ରାଜ୍ୟ ସରକାରଙ୍କ ଘୋଷଣା : ଘରେ ପହଁଞ୍ଚିବ ଭତ୍ତା ଓ ରାସନ

ଭୁବନେଶ୍ୱର : କରୋନା ପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ ଡାଉନ ଘୋଷଣା କରିଛନ୍ତି । ଲକ ଡାଉନ ସମୟରେ ହିତାଧିକାରୀଙ୍କୁ ଭତ୍ତା, ରାସନ, ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମଙ୍କ ଘରେ ନିରାପତ୍ତା ଭତ୍ତା ପହଞ୍ଚାଇବାକୁ ସରକାର ମିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ହିତାଧିକାରୀଙ୍କ ଘରେ ପିଡିଏସ ସାମାଗ୍ରୀ ମଧ୍ୟ ଯୋଗାଇ ଦିଆଯିବ । ଏ ନେଇ ସମସ୍ତ ଜିଲ୍ଲାପାଳ ପୌର କମିଶନର, ପ୍ରଶାସନକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାମାଜିକ ଦୂରତ୍ୱ ନିର୍ଦ୍ଦେଶନାମା ମାନି ଭତ୍ତା ଓ ସାମଗ୍ରୀ ଯୋଗାଣ କରାଯିବ ।
https://onakhabar.com/2020/03/24/labourers-are-not-getting-work/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking