30.1 C
Bhubaneswar
Wednesday, April 24, 2024
HomeUncategorizedଦୃଷ୍ଟି ଶକ୍ତି ପାଇଁ ୬ ଟି ଖାଦ୍ୟ

ଦୃଷ୍ଟି ଶକ୍ତି ପାଇଁ ୬ ଟି ଖାଦ୍ୟ

ଆଜିକାଲି ଦିନକୁ ୮ରୁ ୧୦ଘଣ୍ଟା କମ୍ପ୍ୟୁଟର ଆଗରେ ବସି କାମ କରୁଥିବାରୁ ଆମ ଆଖିରୁ ପାଣି ବାହାରିବା ଓ କୁଣ୍ଡାଇହେବା ଭଳି ଅସୁବିଧା ଦେଖାଯାଉଛି । ଏହା ଯୋଗୁଁ ଆମ ଆଖିକୁ ଠିକ ପରିମାଣର ଆରାମ ମିଳିପାରୁନାହିଁ । ଏହାଯୋଗୁଁ ମୁଣ୍ଟ ବ୍ୟଥା ମଧ୍ୟ ହୋଇଥାଏ । ଏହି ସବୁ ଜୀବନ ଶୈଳୀ ଯୋଗୁଁ ଆମ ଆଖିପାଇଁ ବୟସ ପୂର୍ବରୁ ଚଷମା ଦରକାର ହେଉଛି । ଚାଲନ୍ତୁ ଆଜି ଜାଣିବା ଏପରି କିଛି ଖାଦ୍ୟ ଜିନିଷ । ଯାହାକୁ ଖାଇବା ଦ୍ୱାରା ଆଖି ସୁସ୍ଥ ରହିବା ସହ ଚଷମାର ଆବଶ୍ୟକତା ରହିବନାହିଁ ।
୧- ଆଖି ପାଇଁ ସବୁଠୁ ଭଲହେଉଛି ଅଁଳା । ଏହା ଆଖି ପାଇଁ ଏକ ବରଦାନ । ଏଥିରେ ଥିବା ତତ୍ୱ ଆଖିର ରଶ୍ମୀକୁ ବର୍ଷ ବର୍ଷ ଯାଏଁ ସୁସ୍ଥ ରଖିଥାଏ ।
୨- ଗୁଜୁରାତି ମଧ୍ୟ ଆଖି ପାଇଁ ବେଶ ଉପଯୋଗୀ । ଏହା ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖେ । ଏହାର ନିୟମିତ ସେବନ ଆଖିକୁ ଥଣ୍ଡା            ରଖିଥାଏ ଓ ଦୃଷ୍ଟି ଶକ୍ତି ବଢିଥାଏ ।
୩- ବନ୍ଧାକୋବିରେ ଆଇରନର ମାତ୍ର ଅଧିକ ଥାଏ । ଏହା ଆଖି ପାଇଁ ବହୁତ ଜରୁରୀ ଅଟେ ।
୪- ଅଖରୋଟରେ ଥିବା ଓମେଗା ୩, ଫ୍ୟାଟି ଏସି. ଭିଟାମିନ ଇ ଆଖିକୁ ଅଧିକ ବର୍ଷ ଯାଏଁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
୫- ସବୁଦିନ ଏକ ଗ୍ଲାସ ଗାଜର ଜୁସ ପିଇଲେ ମଧ୍ୟ ଆଖି ପାଇଁ ବେଶ ଭଲ ହୋଇଥାଏ । ଏହାକୁ ସେବନ କଲେ ଆଖିରେ ଚଷମା ଲାଗାଇବା           ଦରକାର ପଡ଼ିନଥାଏ ।
୬- ଆଖିକୁ ଠିକ ରଖିବା ପାଇଁ ବାଦାମ ମଧ୍ୟ ବହୁତ ଉପଯୋଗୀ । ବାଦମକୁ ପାଣିରେ ଭିଜାଇ ନିୟମିତଖାଆନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking