32.1 C
Bhubaneswar
Thursday, March 28, 2024
Homeକରୋନାକୋଭିଡ କମୁଥିଲେ ବି କୋଭିଡ ନିୟମ ମାନି ଚଳନ୍ତୁ

କୋଭିଡ କମୁଥିଲେ ବି କୋଭିଡ ନିୟମ ମାନି ଚଳନ୍ତୁ

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଚିଠି କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆବଶ୍ୟକୀୟ କଣ୍ଟେନମେଣ୍ଟ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମୁଥିଲେ ବି ସ୍ୱାସ୍ଥ୍ୟ ବିଭାଗ ପ୍ରତି ବିପଦ ରହିଛି । କୋଭିଡ କମୁଥିଲେ ବି କୋଭିଡ ନିୟମ ମାନି ଚଳନ୍ତୁ । ଆଗକୁ ଆସୁଥିବା ପାର୍ବଣ ଋତୁରେ କୋଭିଡ କଟକଣା ପାଳନ କରାଯାଉ । ପଜିଟିଭିଟି, ହସ୍ପିଟାଲ ଓ ଆଇସିୟୁ ବେଡ ନେଇ ସବୁବେଳେ ପ୍ରସ୍ତୁତ ରୁହନ୍ତୁ । ଯେଉଁଠି ସଂକ୍ରମଣ ବଢୁଛି, କଣ୍ଟେନମେଣ୍ଟ କରି ରୋକାଯାଉ । ପଂଚସୂତ୍ରୀ ନିୟମ ଟେଷ୍ଟ-ଟ୍ରାକ-ଟ୍ରିଟ-ଭାକ୍ସିନେସନ କୋଭିଡ କଟକଣା ମାନନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking