28.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟର ଏହି ୭ଟି ଜିଲ୍ଲାରେ ଘନକୁହୁଡ଼ିର ସମ୍ଭାବନା

ରାଜ୍ୟର ଏହି ୭ଟି ଜିଲ୍ଲାରେ ଘନକୁହୁଡ଼ିର ସମ୍ଭାବନା

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ରାତିର ତାପମାତ୍ରା ବୃଦ୍ଧି ପାଇଛି ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୦ ଓ ୧୧ ତାରିଖରେ କଟକ, ପୁରୀ ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଓ କୋରାପୁଟ ଜିଲ୍ଲାର ଗୋଟି, ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ନ ହେ‌ଲେ ସେଭଳି ବଡ଼ ଧରଣର ପରିବର୍ତନ ହେବନି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଉପକୂଳ ଓଡ଼ିଶାର ତାପମାତ୍ରା‌ରେ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି |
https://onakhabar.com/2019/12/10/sucide-25/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking