ଗୌହାଟ୍ଟୀ : ଆସାମରେ ବନ୍ୟା ବିତ୍ପାତ । ଗାଁ ଗଣ୍ଡାଠୁ ଆରମ୍ଭ କରି ବଣଜଙ୍ଗଲ ସବୁକିଛି ପାଣିରେ ଉବୁଟୁବୁ ହେଉଛି । ବନ୍ୟାରେ ଏବେସୁଦ୍ଧା ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ୨୭ ଜିଲ୍ଲାର ପ୍ରାୟ ୧୯ ଲକ୍ଷ ଲୋକ ପାଣି ଘେରରେ ରହିଛନ୍ତି । କେବଳ ମଣିଷ କାହିଁକି, ଏହି ଭୟଙ୍କର ବନ୍ୟା ଜୀବଜନ୍ତୁଙ୍କୁ ମଧ୍ୟ ଗୁରୁତର ପ୍ରଭାବିତ କରିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣିରେ ଭାସିଯାଇ ୧୩୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି … Continue reading ଆସାମରେ ବନ୍ୟା ବିତ୍ପାତ ; ୮୦ ମୃତ
Copy and paste this URL into your WordPress site to embed
Copy and paste this code into your site to embed