35.1 C
Bhubaneswar
Tuesday, April 23, 2024
Homeଓଡିଶାବନ୍ୟା ପାଇଁ ପୁରୀ ସତର୍କ

ବନ୍ୟା ପାଇଁ ପୁରୀ ସତର୍କ

ପୁରୀ: ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ କଡା ପଦକ୍ଷେପ ନିଆଯାଇଛି । ସବୁ ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ତେବେ ଦୟା, ଭାର୍ଗବୀ, କୁଶଭଦ୍ରା ଡିଭିଜନର ଯନ୍ତ୍ରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ଦୟା ନଦୀ କୂଳିଆ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି । ପିପିଲି ଓ କଣାସ ଅଞ୍ଚଳ ବୁଲି ଦେଖିଛନ୍ତି ପୁରୀ ଜିଲ୍ଲାପାଳ ।

ଅନ୍ୟପଟେ ଚିପିଲିମା ଘଣ୍ଟେଶ୍ବରୀ ମନ୍ଦିରକୁ ମହାନଦୀ ପାଣି ପ୍ରବେଶ କରିଛି। ହୀରାକୁଦ ଡ୍ୟାମରେ ଅଧିକ ଗେଟ ଖୋଲିବା ପରେ ପାଣି ପଶିଛି । ମନ୍ଦିର ପରିସରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ମାଙ୍କ ପୂଜାର୍ଚ୍ଚନା କିନ୍ତୁ ପୂର୍ବ ଭଳି ଚାଲିଛି। ଆହୁରି ଗେଟ ଖୋଲିବାର ସମ୍ଭାବନା ଥିବାରୁ ଗମ୍ଭିରା ଭିତରକୁ ପଶିପାରେ ପାଣି।

ତ୍ରିରଙ୍ଗା ଉଡ଼ାଇବାର ପ୍ରସ୍ତୁତି ବେଳେ ବିଦ୍ୟୁତ୍‌ ଆଘାତରେ ସଫେଇ କର୍ମୀଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking