27.1 C
Bhubaneswar
Friday, March 29, 2024
Homeଓଡିଶା୨୦୨୨-୨୩ରୁ ପୁରୀରୁ ଉଡ଼ିବ ବିମାନ

୨୦୨୨-୨୩ରୁ ପୁରୀରୁ ଉଡ଼ିବ ବିମାନ

ପୁରୀ : ୨୦୨୨-୨୩ ରୁ ପୁରୀରୁ ଉଡ଼ିବ ବିମାନ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ଅଭିବକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ୍‌ର ଉନ୍ନତି ପାଇଁ ଆଲୋଚନା କରାଯାଉଛି । ରାଉରକେଲା, ଉତ୍‌କେଲା, ଜୟପୁର ଉଡ଼ାଣ ପାଇଁ ସହଯୋଗ କରୁଛୁ ।  ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଜୁନ୍‌ ୧୭ ତାରିଖରେ AAIର ୩ ଜଣିଆ ଟିମ୍‌ ପୁରୀ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ବିମାନବନ୍ଦର ପ୍ରତିଷ୍ଠା ସମ୍ଭାବନା ନେଇ ଅଧିକ ଆଲୋଚନା ଓ ସର୍ଭେ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking