37.2 C
Bhubaneswar
Friday, April 19, 2024
Homeଓଡିଶାଆଜିଠୁ ଝାରସୁଗୁଡା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ଆଜିଠୁ ଝାରସୁଗୁଡା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ଝାରସୁଗୁଡା : ଆଜିଠୁ ଆରମ୍ଭ ଝାରସୁଗୁଡା କୋଲକାତା ମଧ୍ୟରେ ବିମାନ ଚଳାଚଳ । କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ ମିନିଟରେ ଝାରସୁଗୁଡାରେ ପହଁଚିବ । ସେହିପରି ଝାରସୁଗୁଡାରୁ ୮ଟା ୧୦ରେ ବିମାନ ବାହାରି ୯ଟା ୧୫ରେ ଭୁବନେଶ୍ୱରରେ ପହଁଚିବ । ଅପରପଟେ ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡାରେ ପହଁଚିବ । ଏହି ବିମାନ ପୂର୍ବାହ୍ନ ୧୧ଟା ୩୦ରେ ବାହାରି ଦିନ ଗୋଟାଏରେ କୋଲକାତାରେ ପହଁଚିବ । ଏଲାଏନ୍ସ ଏୟାର ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବ।
ସୂଚନାଯୋଗ୍ୟ, ଆଜିଠୁ ଦେଶରେ ଲାଗୁ ହୋଇଛି ଅନ୍‌ଲକ୍ ୧.୦ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସ୍ଥାନ ଖୋଲିବା ସହ ବିଭିନ୍ନ ସେବା ଆରମ୍ଭ ହେବ। ଅଧିକ ଦୋକାନ ବଜାର ଖୋଲିବା ସହ ଏହାର ଅବଧି ମଧ୍ୟ ବଢିବ। ତେଣୁ ରାସ୍ତାଘାଟ ଧିରେ ଧିରେ ଜନଗହଳି ହେବ । ଏହାସହ ରାତ୍ରି କର୍ଫ୍ୟୁର ସମୟ ଅବଧିରେ ମଧ୍ୟ ପରିବର୍ତ୍ତନ ହୋଇଛି।
https://onakhabar.com/2020/06/01/online-exam-copy-checking-starts-from-today/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking