27.1 C
Bhubaneswar
Sunday, January 23, 2022
Homeଦେଶ ବିଦେଶବିଷାକ୍ତ ମଦ ପିଇ ୫ ମୃତ

ବିଷାକ୍ତ ମଦ ପିଇ ୫ ମୃତ

ନାଳନ୍ଦା: ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଭଳି ଘଟଣା ବିହାରର ନାଳନ୍ଦାରୁ ଶୁଣିବାକୁ ମିଳିଛି । ମୃତକଙ୍କ ପରିବାର ଏନେଇ ସୂଚନା ଦେଇଛନ୍ତି । ତେବେ ଏନେଇ କୌଣସି ସରକାରୀ ସୂତ୍ରରୁ ସୂଚନା ମିଳିନାହିଁ । କିନ୍ତୁ ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ମଧ୍ୟ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଆକଳନ ଅନୁସାରେ, କେବଳ ୬ ଦିନ ମଧ୍ୟରେ ବିଷାକ୍ତ ମଦ ପିଇ ୪୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହାପରେ ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ, କୌଣସି ଲୋକ ଯଦି ରୋଗରେ ପଡ଼ୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ ଓ ପୋଲିସକୁ ମଧ୍ୟ ଏ ବାବଦରେ ସୂଚନା ଯଥାଶୀଘ୍ର ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking