ସିରିଜ୍ ଦୁର୍ଘଟଣାରେ ୫ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ହଳଦିଆପଦର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗୋସାଇଁ ନୂଆଗାଁ ଓଭରବ୍ରିଜ୍‌ରେ ସମସ୍ତଙ୍କ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରକ୍ । ପ୍ରଥମେ ଦ୍ରୁତଗାମୀ ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା । ଏହା ପରେ ଆଗକୁ ଯାଇ ଆଉ ୨ ରୁ ୪ଟି ଗାଡିକୁ ଧକ୍କା ଦେଇଥିଲା । ଏହା ପରେ ଘଟଣାସ୍ଥଳରେ ଟ୍ରକ୍ ଛାଡି … Continue reading ସିରିଜ୍ ଦୁର୍ଘଟଣାରେ ୫ ମୃତ