34.1 C
Bhubaneswar
Thursday, March 28, 2024
Homeଓଡିଶାବିଜେପିର ପ୍ରଚାରକ ତାଲିକାରେ ୫ କେନ୍ଦ୍ର ମନ୍ତ୍ରୀ

ବିଜେପିର ପ୍ରଚାରକ ତାଲିକାରେ ୫ କେନ୍ଦ୍ର ମନ୍ତ୍ରୀ

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରଚାରକ ତାଲିକା ଘୋଷଣା ।୪୦ ଜଣିଆ ତାଲିକାରେ ସଭାପତି ସମୀର ମହାନ୍ତଙ୍କ ସହ ୫ କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ଡି. ପୁରନ୍ଦେଶ୍ୱରୀ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ରମଣ ସିଂ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀଙ୍କ ନାଁ ତାଲିକାରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking