ଠେଙ୍ଗାଯୁଦ୍ଧ: ମାୟାଧର ନାୟକ

ଆଜିକାଲି ଗୁଣ୍ଡା ପୋଷିବା ବ୍ୟୟବହୁଳ ହୋଇଗଲାଣି । ପୂର୍ବରୁ ଦି’ଚାରିଟା ଗୁଣ୍ଡା ରଖିବାରେ ଏତେ ଖର୍ଚ୍ଚ ନଥିଲା । ସେମାନେ ଖାଇପିଇ ମାସିକ ଦରମାଗଣ୍ଡାକ ପାଇଲେ ମାଲିକର ପାଖେପାଖେ ଥାନ୍ତି । ମାଲିକ କି ନେତାମାନେ ସେ ଗୁଣ୍ଡାମାନଙ୍କୁ ତାଙ୍କ ‘ଠଣା’ ଦେଖାନ୍ତିନାହିଁ । ଏଠାରେ ‘ଠଣା’ ଅର୍ଥ ଆଜିକାଲି ନେତାମନ୍ତ୍ରୀଅଫିସରମାନେ କାନ୍ଥରେ ଗୁପ୍ତ ଆଲ୍‍ମିରା, ମୋଟା ଗଦିତଳ, ଆଲ୍‍ମିରାରେ ରାଜକୋଷଲୁଟ୍‍ ଟଙ୍କାକୁ ଲୁଚାଇରଖନ୍ତି । ଟଙ୍କା ଆଣନ୍ତି କେଉଁଠି ରଖନ୍ତି – ଗୁଣ୍ଡାମାନେ ଟେର ପାଆନ୍ତିନାହିଁ … Continue reading ଠେଙ୍ଗାଯୁଦ୍ଧ: ମାୟାଧର ନାୟକ