ଜୀବନ ନେଇପାରେ ମାଛ କଣ୍ଟା! ତଣ୍ଟିରେ ଲାଗିଯାଇଥିଲେ କଣ କରିବେ?

ନୂଆଦିଲ୍ଲୀ: ମାଛ ଖାଇବାକୁ ଯେତେ ଭଲ ଲାଗେ, ମାଛ କଣ୍ଟା ଖାଇବାକୁ ସେତେ ଭଲ ଲାଗେ । ତେଣୁ ଖାଇବା ସମୟରେ ମାଛ କଣ୍ଚା ପ୍ରତି ସଚେତନ ହେବା ଜରୁରୀ । ଯଦି ଖାଉଖାଉ ତଣ୍ଟିରେ ମାଛ କଣ୍ଟା ଲାଗିଯାଉଛି ତେବେ କଣ କରିବେ । ଯଦି ଖାଉଖାଉ ତଣ୍ଚିରେ କଣ୍ଟା ଲାଗିଯାଉଛି ତେବେ ପାଚିଲା କଦଳୀ ଖାଇଦିଅନ୍ତୁ । କଦଳୀ ଖଣ୍ଡଖଣ୍ଡ କାଟି ଢୋକି ଦେଲେ କଣ୍ଟା କଦଳୀ ସହ ପେଟ ଭିତରକୁ ଚାଲିଯାଏ । … Continue reading ଜୀବନ ନେଇପାରେ ମାଛ କଣ୍ଟା! ତଣ୍ଟିରେ ଲାଗିଯାଇଥିଲେ କଣ କରିବେ?