33.1 C
Bhubaneswar
Wednesday, April 24, 2024
Homeଓଡିଶାମତ୍ସ୍ୟଚାଷୀଙ୍କ ପାଇଁ ଖୁସି ଖବର

ମତ୍ସ୍ୟଚାଷୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ପାଇଁ ଲକ ଡାଉନ । ଏହି ଲକଡାଉନକୁ ବଢ଼ାଇବା ପାଇଁ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଥାବାର୍ତ୍ତା ଜାରି ରଖିଛନ୍ତି । କିନ୍ତୁ ଏହି ଲକଡାଉନ ସମୟରେ ମତ୍ସଚାଷୀଙ୍କ ପାଇଁ ଖୁସିର ଖବର । ଏହି କଟକଣାରୁ ବାଦ ପଡ଼ିଛନ୍ତି ସମୁଦ୍ରରେ ମାଛ ଧରିବା । ଏ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡ୍ଲାଇନ୍ ଅନୁସାରେ ମାଛ ଚାଷ କରୁଥିବା ବ୍ୟକ୍ତି ଏ ସଂକ୍ରାନ୍ତୀୟ ସବୁ କାମ କରିପାରିବେ। ଚିଙ୍ଗୁଡ଼ି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରୀର ପରିଚାଳନା କାମ ବି ହୋଇପାରିବ। ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ। ମତ୍ସ୍ୟ ଶିଳ୍ପ ସହ ସଂପୃକ୍ତ କର୍ମଚାରୀଙ୍କ କାର‌୍ୟ୍ୟ ସ୍ୱାଭାବିକ ରହିବ। ତେବେ ଏହି କାର‌୍ୟ୍ୟ ଚାଲିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
https://onakhabar.com/2020/04/11/books-to-reached-in-students-home/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking