34.1 C
Bhubaneswar
Friday, March 29, 2024
Homeଅପରାଧପ୍ରଥମେ ଦୁଷ୍କର୍ମ, ପରେ ବିବାହ ପ୍ରସ୍ତାବ; ରାଜି ନହେବାରୁ ନାବାଳିକାକୁ ମାଡ

ପ୍ରଥମେ ଦୁଷ୍କର୍ମ, ପରେ ବିବାହ ପ୍ରସ୍ତାବ; ରାଜି ନହେବାରୁ ନାବାଳିକାକୁ ମାଡ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଲଜ୍ଜ୍ୟା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ଅଭିଯୁକ୍ତର ବିବାହ ପ୍ରସ୍ତାବ । ଆଉ ପ୍ରସ୍ଥାବକୁ ପ୍ରତ୍ୟାକ୍ଷାନ କରିବାରୁ ଅଭିଯୁକ୍ତ ଜଣକ ପିଡୀତାକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ପାଲଘର ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଜଣେ 17 ବର୍ଷିୟ ନାବାଳିକାଙ୍କୁ ମହେନ୍ଦ୍ର ନାମକ ଜୌନିକ ବ୍ୟକ୍ତି ଦୀର୍ଘ ଦିନ 6 ମାସ ଧରି ଦୁଷ୍କର୍ମ କରିଥିବା ବେଳେ ପରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ନାବାଳିକା ଜଣକ ପ୍ରସ୍ତାବରେ ରାଜି ନ ହେବାରୁ ଅଭିଯୁକ୍ତ ତାଙ୍କ ମାଡ ମାରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲା । ଏପରିକି, ଏହି ଘଟଣାକୁ ନେଇ ପୀଡିତାଙ୍କ ମାଆ, ପୀଡିତାଙ୍କ ସହିତ ମହେନ୍ଦ୍ରର ଯୁକ୍ତିତର୍କ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking