27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶସରିଲା ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର

ସରିଲା ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର

ନୂଆଦିଲ୍ଲୀ: ଲଦାଖ ଗଲଓାନ ଘାଟିରେ ଭାରତ-ଚୀନ ସେନା ସଂଘର୍ଷ ଘଟଣା । ସଂଘର୍ଷ ସ୍ଥଳରୁ ପ୍ରଥମ ପର୍ଯ୍ୟାୟରେ ସେନା ପ୍ରତ୍ୟାହାର କରିଛନ୍ତି ଭାରତ-ଚୀନ । ଫିଙ୍ଗର-୪ରୁ ଫିଙ୍ଗର ୫ ଏରିଆକୁ ପଛକୁ ଫେରିଲେ ଚୀନ ସେନା । ହଟ୍ ସ୍ପ୍ରିଙ୍ଗସ, ପାଟ୍ରୋଲିଂ ପଏଣ୍ଟ ୧୫ରୁ ମଧ୍ୟ ଚୀନ ସେନା ପ୍ରତ୍ୟାହାର ହୋଇଛନ୍ତି । ୨ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ପରେ ସେନା ପ୍ରତ୍ୟାହାର ହୋଇଛନ୍ତି । କାଲି ପୁଣି ୨ ଦେଶର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ହେବା ସମ୍ଭାବନା ରହିଛି । କାଲି ଦ୍ୱିତୀୟ ପର୍ଯ୍ୟାୟ ସେନା ପ୍ରତ୍ୟାହାର ସଂପର୍କରେ କଥାବାର୍ତ୍ତା ସମ୍ଭାବନାର ସୂଚନା ମିଳିଛି । ଗତ ଜୁନ 14 ତାରିଖରେ ଲଦାଖ ସୀମାରେ ଭାରତ ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ପରିସ୍ଥିତି ଉପୁଜିଥିଲା ଫଳରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ ଏହାକୁ ନେଇ ସାରା ବିଶ୍ୱ ରେ ଚୀନ କୁ ତୀବ୍ର ନିନ୍ଦା କରାଯିବା ସହ ଏହାର ସମାଧାନ ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।

ମଦ ହେଲା ଶସ୍ତା


 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking