33.1 C
Bhubaneswar
Thursday, April 25, 2024
Homeଓଡିଶାଲ୍ୟୁଟନାଣ୍ଟ୍ ଜେନେରାଲ୍ ପଦବୀରେ ପ୍ରଥମ ଓଡ଼ିଆ

ଲ୍ୟୁଟନାଣ୍ଟ୍ ଜେନେରାଲ୍ ପଦବୀରେ ପ୍ରଥମ ଓଡ଼ିଆ

ବ୍ରହ୍ମପୁର : ଆର୍ମି (ମେଡିକାଲ୍)ର ଲ୍ୟୁଟନାଣ୍ଟ୍ ଜେନେରାଲ୍ ପଦବିରେ ପ୍ରଥମ ଓଡ଼ିଆ ଭାବେ ସଞ୍ଜୟ ଦର୍ଶନ ବେହେରା ଅବସ୍ଥାପିତ ହୋଇଛନ୍ତି। ଆର୍ମି (ମେଡିକାଲ୍)ର ମେଜର୍ ଜେନେରାଲରୁ ପଦୋନ୍ନତି ପାଇ ସେ ଲ୍ୟୁଟନାଣ୍ଟ୍ ଜେନେରାଲ୍ ଭାବେ ଗତକାଲି ଦାୟିତ୍ବ ଗ୍ରହଣ କରିଛନ୍ତି ।
ଆର୍ମିରେ ଉଲ୍ଲେଖନୀୟ କାର‌୍ୟ୍ୟ ଲାଗି ସେ ‘ଅତି ବିଶିଷ୍ଟ ସେବା ମେଡାଲ୍’ ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଗତ ଜାନୁଆରି ୨୬ରେ ଏହି ମେଡାଲ୍ ଘୋଷଣା ହୋଇଥିଲା । ରାଷ୍ଟ୍ରପତି ଏହାକୁ ପ୍ରଦାନ କରିବେ । ଗତ ଜାନୁଆରି ୨୩ ତାରିଖରେ ମୁମ୍ବାଇରେ ସଞ୍ଜୟଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ସେଠାରେ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ସଞ୍ଜୟ ମୁଖାଗ୍ନି ଦେଉଥିବା ସମୟରେ ମେଡାଲ୍ ଘୋଷଣା ସଂକ୍ରାନ୍ତରେ ଶୁଣିବାକୁ ପାଇଥିଲେ । ବାପାଙ୍କ ଦେହାନ୍ତର ଠିକ୍ ଏକ ମାସ ପରେ ଏହି ପଦୋନ୍ନତି ମିଳିଛି । ବାପା ବଞ୍ଚିଥିଲେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତେ ବୋଲି ସଞ୍ଜୟ କହିଛନ୍ତି ।
https://onakhabar.com/2020/03/02/pawans-curative-petition-dismissed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking