ପ୍ରଥମେ ପ୍ରେମ ସମ୍ପର୍କ ଆଉ ତାପରେ….

ଚଣ୍ଡିଗଡ଼: ବଢ଼ିବାରେ ଲାଗିଛି ମହିଳାମାନଙ୍କ ପ୍ରତି ଘରୋଇ ହିଂସାର ବର୍ବରତା । ସ୍ତ୍ରୀକୁ ନିର୍ଯାତନା ଦେବାରେ ସୀମା ଟପିଲା ସ୍ୱାମୀ ।ସ୍ତ୍ରୀର ଯୌନାଙ୍ଗରେ ବାଡି଼ ଭର୍ତ୍ତି କରିବା ଭଳି ଅମାନୁଷିକ କାଣ୍ଡ ଘଟାଇଛି ନୃଶଂସ ସ୍ୱାମୀ । ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ । ସୂଚନା ଅନୁସାରେ, ହରିୟାଣା କର୍ଣ୍ଣାଲର ଅସନ୍ଧ ଅଞ୍ଚଳର ଜଣେ ମହିଳା … Continue reading ପ୍ରଥମେ ପ୍ରେମ ସମ୍ପର୍କ ଆଉ ତାପରେ….