ନୂଆଦିଲ୍ଲୀ: ସାଙ୍ଗ ସାଜିଲା ସୈତାନ । ବାନ୍ଧବୀକୁ ଘରକୁ ଡାକି କଲା ଗଣଦୁଷ୍କର୍ମ । ଦୁଇ ଜଣ ବନ୍ଧୁ ତାଙ୍କ ନର୍ସିଂ ପଢ଼ୁଆ ବାନ୍ଧବୀଙ୍କୁ ଘରକୁ ଡାକିବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଯୁବତୀ ଜଣଙ୍କୁ ଭଡ଼ାଘରେ ଛାଡ଼ିଦେଇ ପଳାଇଥିବା ଅଭିଯୋଗ ହୋଇଛି । ତେବେ ଚେତା ଫେରିବା ପରେ ସଂପୃକ୍ତ ଯୁବତୀ ତାଙ୍କ ସାଙ୍ଗକୁ ଫୋନ୍ କରି ସେଠାରୁ ଉଦ୍ଧାର ପାଇଥିଲେ । ସୂଚନା ଅନୁଯାୟୀ, ଯୁବତୀ ଜଣକ ଜଣେ … Continue reading ପ୍ରଥମେ ବନ୍ଧୁତା ଓ ତାପରେ……
Copy and paste this URL into your WordPress site to embed
Copy and paste this code into your site to embed