33.1 C
Bhubaneswar
Wednesday, April 24, 2024
Homeଓଡିଶାରେଙ୍ଗାଲି ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ରେଙ୍ଗାଲି ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର: ଆଜି ରେଙ୍ଗାଲି ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୧୯.୬୯ ରହିଥିଲା। ଜଳଭଣ୍ଡାରରେ ଜଳସ୍ତର ୧୧୬.୪୦ ମିଟର ରହିବା କଥା କିନ୍ତୁ ଉପରମୁଣ୍ଡରେ ବର୍ଷା ଜାରି ରହିବା ଫଳରେ ଜଳସ୍ତର ବଢ଼ିବାରେ ଲାଗିଛି।

ରେଙ୍ଗାଳି ଡ୍ୟାମ୍‌ରୁ ବନ୍ୟାଜଳ ଛଡ଼ାଯିବ ପୂର୍ବରୁ ତଳ ମୁଣ୍ଡରେ ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡିକରେ ରେଙ୍ଗାଳୀ ଜଳ ସମ୍ପଦ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking