ବାଣ ବିସ୍ଫୋରଣ: ବାପା – ଝିଅ ଗୁରୁତର

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବାଣ ବିସ୍ଫୋରଣ । ଭୁବନେଶ୍ୱରର ସୁନ୍ଦରପଦାର ଆଜାଦ ନଗରରେ ଘଟିଛି ବାଣ ବିସ୍ଫୋରଣ । ଏହି ବିସ୍ଫୋରଣରେ ବାପା ଓ ଝିଅ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ବେଆଇନ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଉଭୟ ବାପା … Continue reading ବାଣ ବିସ୍ଫୋରଣ: ବାପା – ଝିଅ ଗୁରୁତର