37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଭିଜିଲାନ୍ସ ହାତରେ ଧରାପଡିଲେ ଫାୟାର ଅଫିସର

ଭିଜିଲାନ୍ସ ହାତରେ ଧରାପଡିଲେ ଫାୟାର ଅଫିସର

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଆଜି ଧରାପଡିଛନ୍ତି ଜଣେ ଫାୟାର ଅଫିସର । ୧୨ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଫାୟାର ଅଫିସର । ତେବେ ସେ ଯୁବକଙ୍କୁ ଫାୟାର ସେଫଟି ଲାଇସନ୍ସ ପାଇଁ ଲାଞ୍ଚ ମାଗିଥିଲେ । ଏହା ପରେ ଫାୟାର ଅଫିସରେ ଭିଜିଲାନ୍ସ ଚଢ଼ାଉ କରି ୧୨ ହଜାର ଟଙ୍କା ଜବତ କରିଥିଲା । ଏନେଇ ଅଭିଯୁକ୍ତ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଅଟକ ରଖାଯାଇଛି । ତେବେ ଘଟଣାର ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି । ଏମିତି ଅନେକ ଖବର ପୂର୍ବରୁ ମଧ୍ୟ ସାମ୍ନା କୁ ଆସିଛି । ଯାହା ଫଳରେ ରାଜ୍ୟରେ ଦୁର୍ନୀତି ହାର ମଧ୍ୟ ବଢୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking