ସୋର :କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ସୋର ଷ୍ଟେସନ ପ୍ଲାଟ୍ ଫର୍ମରେ ଟ୍ରେନରେ ନିଅଁ। ଲାଗିଛି । ଟ୍ରେନ୍ ୨ଟି ବଗିରେ ଲାଗିଛି ନିଅଁ। । ନିଅଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି । ପାରାଦୀପରୁ ହଳଦିଆ ଅଭିମୁଖେ ଯାଉଥିଲା ଟ୍ରେନ୍ ।