28.1 C
Bhubaneswar
Thursday, March 28, 2024
Homeଓଡିଶାତହସିଲ ଅଫିସ୍‌ରେ ନିଆଁ : ପୋଡିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ତହସିଲ ଅଫିସ୍‌ରେ ନିଆଁ : ପୋଡିଗଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

କଟକ : ନିଆଳି ତହସିଲ ଅଫିସ୍‌ରେ ନିଆଁ । ରବିବାର ବିଳମ୍ବିତ ରାତିରେ ତହସିଲ ଅଫିସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ପ୍ରୟାସ ଜାରି ରଖିଛନ୍ତି । ନିଆଁରେ ଅଫିସ୍‌ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କମ୍ପ୍ୟୁଟର ସେକ୍‌ସନ୍‌ରେ ନିଆଁ ଲାଗିଥିବାରୁ ନିଆଁରେ ପୋଡି ହୋଇ ବହୁ କମ୍ପ୍ୟୁଟର ନଷ୍ଟ ହୋଇଥିବା ସୂଚନା ମିଳିଛି ।
https://onakhabar.com/2020/02/24/two-rescued-from-burning-home-in-rayagada/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking