କରାଚୀ ସପିଙ୍ଗ୍‌ ମଲ୍‌ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା

କରାଚୀ : ଆଜି ପାକିସ୍ତାନର କରାଚୀରେ ଥିବା ଏକ ବହୁତଳବିଶିଷ୍ଟ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍‌ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।ସ୍ଥାନୀୟ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ଜିଓ ନିଉଜ୍‌’ କହିଛି, କରାଚୀର ରଶିଦ୍‌ ମିନ୍‌ହାସ୍‌ ରୋଡ୍‌ରେ ଥିବା ‘ଆର୍‌.ଜେ. ସପିଙ୍ଗ୍‌ ମଲ୍‌’ରେ ଆଜି ବଡ଼ି ସକାଳୁ ଏହି ଅଗ୍ନିକାଣ୍ଡ ଘଟିଛି। ଦମକଳ ବାହିନୀ … Continue reading କରାଚୀ ସପିଙ୍ଗ୍‌ ମଲ୍‌ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା