କଟକ: କଟକ ବାରବାଟୀ ଷ୍ଟାଡିୟମରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କ ଯାଞ୍ଚ କରିଛନ୍ତି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଲେ ଯାଞ୍ଚ । ଷ୍ଟାଡିୟମ୍ ଭିତରେ ଯାଞ୍ଚ ପରେ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ୩୫୦ ଅଗ୍ନି ଯୋଦ୍ଧା, ୨୧ଟି ଦମକଳ ନିୟୋଜିତ ହେବେ । ୭ଟି ଅସ୍ଥାୟୀ ଦମକଳ କେନ୍ଦ୍ର, ୨ କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରାଯିବ । ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ … Continue reading ବାରବାଟୀରେ ଫାୟାର ଡିଜିଙ୍କ ଯାଞ୍ଚ
Copy and paste this URL into your WordPress site to embed
Copy and paste this code into your site to embed