33.1 C
Bhubaneswar
Thursday, April 25, 2024
Homeଓଡିଶାତୁଳା ଗୋଦାମରେ ନିଆଁ

ତୁଳା ଗୋଦାମରେ ନିଆଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଥିବା ଏକ ତୁଳା ଗୋଦାମରେ ଅଗ୍ନିକାଣ୍ଡ । ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ବାହିନୀ ନିୟୋଜିତ ଥିବା ଜଣାପଡିଛି । ଏହି ନିଆଁ ଚାରିଆଡେ ବ୍ୟାପିବାର ସମ୍ଭାବନା ମଧ୍ୟ ଅଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନଥିବା ଜଣାପଡିଛି ।
https://onakhabar.com/2019/12/24/fire-broke-out-in-two-factories/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking