32.1 C
Bhubaneswar
Thursday, March 28, 2024
Homeଓଡିଶାନିଆଁରେ ପୋଡ଼ି ହୋଇ ୪ ଶିଶୁ ଗୁରୁତର

ନିଆଁରେ ପୋଡ଼ି ହୋଇ ୪ ଶିଶୁ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରାର ଅଞ୍ଚଳରେ ଥିବା ଖଇରଚଟା ଗାଁ’ରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଘର କରି ଖେଳିଲା ବେଳେ ନିଆଁରେ ପୋଡ଼ି ହୋଇ ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୩ ଜଣ ପୁଅ ସହ ଜଣେ ଝିଅ ନିଆଁରେ ପୋଡ଼ି ହୋଇଥିବା ନେଇ ଜଣାପଡ଼ିଛି। ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ସହ ପିଲାଙ୍କୁ ମେଡ଼ିକାଲକୁ ଇଥିଲେ।
https://onakhabar.com/2020/02/23/elephant-attack-3-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking