ବିଜେଡି ବିଧାୟକଙ୍କ ନାଁ ରେ ଥାନାରେ ଏତେଲା

ପୁରୀ: ବିଜେଡି ବିଧାୟକ ଙ୍କ ନାଁ ରେ ଥାନା ରେ ଏତେଲା । ପୁରୀ ଜିଲ୍ଲା ରେ ଦୁଇ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ମନ୍ତ୍ରୀ ସମୀର ଦାସଙ୍କ ନାଁ ରେ ଥାନା ରେ ଏତେଲା କରିଛି ଶ୍ରୀ ଜଗନ୍ନାଥ ସେନା । ଶ୍ରୀ ଜଗନ୍ନାଥ ସେନା ଉଭୟ ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ କରୋନା ପଯେଟିଭ ବାହାରିଛି । ଏହା ସତ୍ୱ ଗତକାଲି ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କ ପାର୍ଥବ ଶରୀର କୁ ଶେଷ ଦର୍ଶନ କରିଥିଲେ ଉଭୟେ । ଏଥି ସହ ଶହ ଶହ ଲୋକଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାର ରେ ଅଂତିଷ୍ଟ କ୍ରିୟାରେ ସାମିଲ ହୋଇଥିଲେ । ଏହାଦ୍ୱାର ବ୍ୟାପକ ସଂକ୍ରମଣ ର ଆଶଙ୍କା ରହିଛି । ଏହି ଘଟଣା ରେ ଶ୍ରୀ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶିନ ପଟ୍ଟନାୟକ ସମୁଦ୍ର କୁଳ ଥାନା ରେ ଏତେଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here