ଜାଣନ୍ତୁ ଜି-୨୦ ସମ୍ମିଳନୀରେ କେଉଁ କେଉଁ ନେତାମାନେ ଯୋଗ ଦେଉଛନ୍ତି….

ନୂଆଦିଲ୍ଲୀ: ଏହି ସପ୍ତାହ ଶେଷରେ ଜି-୨୦ର ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦୁନିଆର କେତେକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ନେତା ନୂଆଦିଲ୍ଲୀରେ ଏକାଠି ହେବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଅନ୍ୟ ଦେଶ ମୁଖ୍ୟମାନେ ବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ସମାବେଶରେ ଭୌଗଳିକ ତିକ୍ତତା, ଅର୍ଥନୈତିକ ମନ୍ଥରତା, ଖାଦ୍ୟ ଏବଂ ଶକ୍ତିର ମୂଲ୍ୟ ବୃଦ୍ଧି ଉପରେ ଆଲୋଚନା କରିବେ। ଜୋ ବାଇଡେନ ଆଜି ଆସିବା ନେଇ ନିଶ୍ଚିତ କରିଛନ୍ତି ଯେ … Continue reading ଜାଣନ୍ତୁ ଜି-୨୦ ସମ୍ମିଳନୀରେ କେଉଁ କେଉଁ ନେତାମାନେ ଯୋଗ ଦେଉଛନ୍ତି….